ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀ ଅବସରରେ ଷଷ୍ଠୀର ପବିତ୍ର ଅବସରରେ ମା ‘କାତ୍ୟାୟନୀଙ୍କୁ ପ୍ରାର୍ଥନା କରିଥିଲେ।
ତାଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ଅପାର ଶକ୍ତି, ସାହସ ଏବଂ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହେଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଥିଲେ।
ଶ୍ରୀ ମୋଦୀ ଏକ୍ସ ଉପରେ ଲେଖିଛନ୍ତି;
“ନବରାତ୍ରୀର ଶୁଭ ଷଷ୍ଠୀରେ ମା କାତ୍ୟାୟନୀଙ୍କୁ ଅଭିବାଦନ! ତାଙ୍କର କରୁଣା ସମସ୍ତଙ୍କ ଜୀବନରେ ଅସୀମ ଶକ୍ତି, ସାହସ ଏବଂ ସକାରାତ୍ମକ ଶକ୍ତି ସଞ୍ଚାର କରୁ । ”
HS
नवरात्रि की पवित्र षष्ठी पर मां कात्यायनी के श्रीचरणों में कोटि-कोटि नमन! मेरी कामना है कि उनकी अनुकंपा से हर किसी के जीवन में असीम शक्ति, साहस और सकारात्मक ऊर्जा का संचार हो। https://t.co/7yJ9kB2MQy
— Narendra Modi (@narendramodi) October 16, 2026