Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୀତି ଆୟୋଗ ପରିଚାଳନା ପରିଷଦର ନବମ ବୈଠକରେ ଯୋଗଦେଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ନୀତି ଆୟୋଗ ପରିଚାଳନା ପରିଷଦର ନବମ ବୈଠକରେ ଯୋଗ ଦେଇ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରି କହିଛନ୍ତି;

” ନୀତି ଆୟୋଗର ନବମ ପରିଚାଳନା ପରିଷଦ ବୈଠକକୁ ସମ୍ବୋଧିତ କରିଥିଲେ । ଏକ ବିକଶିତ ଭାରତ ଗଠନ ପାଇଁ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ଦ୍ୱାରା ସାମୂହିକ ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ନିବେଶକୁ ପ୍ରୋସାହିତ କରିବା, ରପ୍ତାନୀ ବୃଦ୍ଧି, ଯୁବକମାନଙ୍କ ପାଇଁ ଅଧିକ ଦକ୍ଷତା ବିକାଶର ସୁଯୋଗ ସୁନିଶ୍ଚିତ କରିବା ଏବଂ ଜଳଶକ୍ତିର ଉପଯୋଗ କରିବା ସହିତ ଆହୁରି ଅନେକ ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥିଲା।

https://pibgovin/PressReleasePageaspx?PRID=2037976

“@NITIAayog ର 9ମ ପରିଚାଳନା ପରିଷଦ ବୈଠକରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀମାନଙ୍କ ବ୍ୟାବହାରିକ ବିଚାର ଗୁଡିକୁ ଶୁଣିଥିଲେ।“

****

NS/SLP