Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀମତୀ ବିଜୟା ମେହେଟ୍ଟା ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀମତୀ ବିଜୟା ମେହେଟ୍ଟା ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀମତୀ ବିଜୟା ମେହେଟ୍ଟା ଜୀ ଆଧୁନିକ ମରାଠୀ ଥିଏଟରର ଅଗ୍ରଦୂତ ଥିଲେ, ଯିଏକି ନିଜର ସୃଜନଶୀଳତା ଏବଂ କଳାତ୍ମକ ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା ପାଇଁ ଜଣାଶୁଣା ଏବଂ ତାଙ୍କ କାର୍ଯ୍ୟ ଅଭିନେତା, ନିର୍ଦ୍ଦେଶକ ଏବଂ ଥିଏଟର ପ୍ରେମୀଙ୍କ ପିଢ଼ିକୁ ପ୍ରେରଣା ଦେଇଥିଲା ।

ପ୍ରଧାନମନ୍ତ୍ରୀଏକ୍ସ ’ ରେ ପୋଷ୍ଟ କରିଛନ୍ତି:

ଶ୍ରୀମତୀ ବିଜୟା ମେହେଟ୍ଟା ଜୀଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ ସେ ସଂସ୍କୃତି ଏବଂ ଚଳଚ୍ଚିତ୍ରର ଅନ୍ୟତମ ମହାନ ବ୍ୟକ୍ତିତ୍ୱ ଭାବେ ସ୍ମରଣୀୟ ହୋଇ ରହିବେ

ଆଧୁନିକ ମରାଠୀ ଥିଏଟରର ଅଗ୍ରଦୂତ, ସେ ତାଙ୍କର ସୃଜନଶୀଳତା ଏବଂ କଳାତ୍ମକ ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା ପାଇଁ ଜଣାଶୁଣା । ତାଙ୍କ କାର୍ଯ୍ୟ ଅଭିନେତା, ନିର୍ଦ୍ଦେଶକ ଏବଂ ଥିଏଟର ପ୍ରେମୀଙ୍କ ପିଢ଼ିକୁ ପ୍ରେରଣା ଦେଇଥିଲା ।

ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ତାଙ୍କ ପରିବାର, ପ୍ରଶଂସକ ଏବଂ ସମଗ୍ର କଳାତ୍ମକ ସମ୍ପ୍ରଦାୟ ସହିତ ଅଛି ଓମ୍ ଶାନ୍ତି

ବିଜୟା ମେହେଟ୍ଟା ଜୀଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖିତ ସଂସ୍କୃତି ଏବଂ ଚଳଚ୍ଚିତ୍ର କ୍ଷେତ୍ରରେ ଜଣେ ଉଚ୍ଚକୋଟୀର ବ୍ୟକ୍ତିତ୍ୱ ଭାବେ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ

ସେ ଆଧୁନିକ ମରାଠୀ ଥିଏଟରର ଅଗ୍ରଦୂତ ଥିଲେ, ସୃଜନଶୀଳତା ଏବଂ କଳାତ୍ମକ ଉତ୍କର୍ଷ ପ୍ରତି ତାଙ୍କର ଭକ୍ତି ପାଇଁ ଜଣାଶୁଣା । ତାଙ୍କ କାର୍ଯ୍ୟ ଅଭିନେତା, ନିର୍ଦ୍ଦେଶକ ଏବଂ ଥିଏଟର ପ୍ରେମୀଙ୍କ ପିଢ଼ିକୁ ପ୍ରେରଣା ଦେଇଥିଲା |

ଏହି ଦୁଃଖଦ ଅବସରରେ ତାଙ୍କ ପରିବାର, ପ୍ରଶଂସକ ଏବଂ ସମଗ୍ର କଳା ସମ୍ପ୍ରଦାୟ ପ୍ରତି ମୋର ହୃଦୟରୁ ସମବେଦନା ଜଣାଉଛି ଓମ୍ ଶାନ୍ତି

HS