ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏବଂ ତାଙ୍କ ପରିବାରକୁ ଭେଟି ଦୀପାବଳିର ଶୁଭ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସ ଉପରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଜୀ ଏବଂ ତାଙ୍କ ପରିବାରକୁ ଭେଟିଥିଲି। ଦୀପାବଳିର ପବିତ୍ର ଅବସରରେ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି।
@ramnathkovind”
HS
Met former President Shri Ram Nath Kovind Ji and his family. Wished them on the auspicious occasion of Diwali. @ramnathkovind https://t.co/mwtL66W7iB
— Narendra Modi (@narendramodi) November 8, 2026