Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସମୃଦ୍ଧିକୁ ବଜାୟ ରଖୁଥିବା ଅତ୍ୟାବଶ୍ୟକ ଗୁଣ ଉପରେ ଆଲୋକପାତ କରୁଥିବା ସଂସ୍କୃତ ସୁଭାଶିତମକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମୃଦ୍ଧିକୁ ବଜାୟ ରଖୁଥିବା ଅତ୍ୟାବଶ୍ୟକ ଗୁଣ ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ।

ଧୃତିର୍ଦାକ୍ଷଂ ସଂୟମୋ ବୁଦ୍ଧିରକ୍ୟା ଧୈର୍ଯ୍ୟ ଶୋର୍ଯ୍ୟ ଦେଶକାଳେପ୍ରମାଦଃ ।

ସ୍ବଳ୍ପସ୍ୟ ବା ମହତୋ ବାପି ବୃଦ୍ଧୌ ଧନସୌତାନ୍ୟଷ୍ଟ ସମିନ୍ଧନାନି ।।

ଏହି ପଦଟି ରେଖାଙ୍କିତ କରେ ଯେ ଅଧ୍ୟବସାୟ, ଦକ୍ଷତା, ଆତ୍ମସଂଯମ, ତୀକ୍ଷ୍ଣ ବୁଦ୍ଧି, ସାହସ, ବୀରତ୍ୱ, ସଠିକ୍ ସ୍ଥାନ ଏବଂ ସମୟ ବିଷୟରେ ସଚେତନତା ଏବଂ ସତର୍କତା–ଏହି ଆଠଟି କାରଣ ଯାହା ସମ୍ପତ୍ତିର ବୃଦ୍ଧିରେ ଯୋଗଦାନ କରେ, ତାହା ଛୋଟ ହେଉ କିମ୍ବା ବଡ଼ ।

ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

ଧୃତିର୍ଦାକ୍ଷଂ ସଂୟମୋ ବୁଦ୍ଧିରକ୍ୟା ଧୈର୍ଯ୍ୟ ଶୋର୍ଯ୍ୟ ଦେଶକାଳେପ୍ରମାଦଃ ।

ସ୍ବଳ୍ପସ୍ୟ ବା ମହତୋ ବାପି ବୃଦ୍ଧୌ ଧନସୌତାନ୍ୟଷ୍ଟ ସମିନ୍ଧନାନି ।।

HS