Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସର୍ବୋଚ୍ଚ ଆଧ୍ୟାତ୍ମିକ ପ୍ରାପ୍ତି ମାର୍ଗ ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟୟନ, ତପସ୍ୟା, ଜ୍ଞାନ, ଆତ୍ମସଂଯମ, ଅହିଂସା ଏବଂ ଗୁରୁଙ୍କ ସେବା ଭଳି ମୌଳିକ ଗୁଣକୁ ପ୍ରତିଫଳିତ କରୁଥିବା ଏକ ସଂସ୍କୃତ ସୁଭାଶିତମ ସେୟାର କରିଛନ୍ତି, ଯାହା ସର୍ବୋଚ୍ଚ ଆଧ୍ୟାତ୍ମିକ କଲ୍ୟାଣ ଦିଗରେ ଅଗ୍ରସର ହୋଇଥାଏ।

ପ୍ରଧାନମନ୍ତ୍ରୀ ‘ଏକ୍ସ “ରେ ପୋଷ୍ଟ କରିଛନ୍ତି:

‘‘ବିଧ୍ୟାଭ୍ୟାସସ୍ତପୋ ଜ୍ଞାନମିନ୍ଦ୍ରିୟାଣାଂ ଚ ସଂଯମଃ ।

ଅହିଂସା ଗୁରୁସେବା ଚ ନିଃ ଶ୍ରେୟସକରଂ ପରମ୍‍ ।।’’

HS