Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ହୋଇଥିବା ବୁଝାମଣାପତ୍ର/ରାଜିନାମାର ତାଲିକା (ଜାନୁୟାରୀ 15, 2018)

କ୍ରମିକ ସଂଖ୍ୟା

ବୁଝାମଣାପତ୍ର/ରାଜିନାମା/ସହମତି ପତ୍ର

ଆଦାନପ୍ରଦାନ

ଭାରତ ପକ୍ଷ

ଇସ୍ରାଏଲ ପକ୍ଷ

1

ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସାଇବର ସୁରକ୍ଷା ସହଯୋଗ ନେଇ ବୁଝାମଣାପତ୍ର

ଶ୍ରୀ ବିଜୟ ଗୋଖଲେ, ସଚିବ (ପୂର୍ବ ଭାଗ)

ମିଷ୍ଟର ୟୁଭାଲ ରୋଟେମ, ମହାନିର୍ଦ୍ଦେଶକ, ଇସ୍ରାଏଲ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

2

ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଏବଂ ଶକ୍ତି ମନ୍ତ୍ରଣାଳୟ ମଧ୍ୟରେ ତୈଳ ଏବଂ ବାଷ୍ପ କ୍ଷେତ୍ରରେ ସହଯୋଗ ନେଇ ବୁଝାମଣା ପତ୍ର

ଶ୍ରୀ ବିଜୟ ଗୋଖଲେ, ସଚିବ (ପୂର୍ବ ଭାଗ)

ମିଷ୍ଟର ଡାନିଏଲ କାର୍ମୋନ, ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ

3

ବିମାନ ପରିବହନ ରାଜିନାମାରେ ସଂଶୋଧନ ସଂକ୍ରାନ୍ତ ଭାରତ, ଇସ୍ରାଏଲ ପ୍ରୋଟୋକଲ

ଶ୍ରୀ ରାଜୀବ ନୟନ ଚୌବେ, ସଚିବ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ମିଷ୍ଟର ଡାନିଏଲ କାର୍ମୋନ, ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ

4

ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଚଳଚିତ୍ର ସହ-ପ୍ରଯୋଜନା ନେଇ ରାଜିନାମା

ଶ୍ରୀ ଏନ.କେ.ସିହ୍ନା, ସଚିବ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ମିଷ୍ଟର ଡାନିଏଲ କାର୍ମୋନ, ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ

5

ହୋମିଓପାଥି ଭେଷଜ ଗବେଷଣା କ୍ଷେତ୍ରରେ ସହଯୋଗ ଲାଗି ଆୟୁଷ ମନ୍ତ୍ରଣାଳୟର କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ ଏବଂ ସେଣ୍ଟର ଫର ଇଣ୍ଟେଗ୍ରେଟିଭ କମ୍ପ୍ଲିମେଣ୍ଟାରୀ ମେଡ଼ିସିନ, ଶାରେ ଯେଡେକ ମେଡିକାଲ ସେଣ୍ଟର ଅନ କୋପେରେସନ ଇନ ଦି ଫିଲ୍ଡ ଅଫ ରିସର୍ଚ ଇନ ହୋମିଓପାଥି ମେଡ଼ିସିନ ମଧ୍ୟରେ ବୁଝାମଣା

ବୈଦ୍ୟ ରାଜେଶ କୋଟେଚା, ସଚିବ, ଆୟୁଷ ମନ୍ତ୍ରଣାଳୟ

ମିଷ୍ଟର ଡାନିଏଲ କାର୍ମୋନ, ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ

6

ମହାକାଶ କ୍ଷେତ୍ରରେ ସହଯୋଗ ଲାଗି ଭାରତୀୟ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ଏବଂ ଟେକନିଅନ-ଇସ୍ରାଏଲ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ମଧ୍ୟରେ ବୁଝାମଣାପତ୍ର

ଡଃ ଭି.କେ.ଦଧୱାଲ, IIST ନିର୍ଦ୍ଦେଶକ

ମିଷ୍ଟର ଡାନିଏଲ କାର୍ମୋନ, ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ

7

ଇନଭେଷ୍ଟ ଇଣ୍ଡିଆ ଏବଂ ଇନଭେଷ୍ଟ ଇନ ଇସ୍ରାଏଲ ମଧ୍ୟରେ ସହମତି ପତ୍ର

ଶ୍ରୀ ଦୀପକ ବାଗଲା, ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ, ଇନଭେଷ୍ଟ ଇଣ୍ଡିଆ

ମିଷ୍ଟର ଡାନିଏଲ କାର୍ମୋନ, ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ

8

ମେଟାଲ-ଏୟାର ବେଟେରିସ କ୍ଷେତ୍ରରେ ସହଯୋଗ ଲାଗି ଆଇଓସିଏଲ ଏବଂ ଫିନେର୍ଜୀ ଲିମିଟେଡ ମଧ୍ୟରେ ସହମତି ପତ୍ର

ଶ୍ରୀ ସଞ୍ଜୀବ ସିଂହ, ଅଧ୍ୟକ୍ଷ, ଆଇଓସିଏଲ

ମିଷ୍ଟର ଡାନିଏଲ କାର୍ମୋନ, ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ

9

କେନ୍ଦ୍ରୀଭୂତ ସୌର ତାପଜ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ଲାଗି ଆଇଓସିଏଲ ଏବଂ ୟେଡା ଗବେଷଣା ଓ ବିକାଶ କୋ ଲିମିଟେଡ ମଧ୍ୟରେ ସହମତି ପତ୍ର

ଶ୍ରୀ ସଞ୍ଜୀବ ସିଂହ, ଅଧ୍ୟକ୍ଷ, ଆଇଓସିଏଲ

ମିଷ୍ଟର ଡାନିଏଲ କାର୍ମୋନ, ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ

***