Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସୀୟ କ୍ରୀଡ଼ାରେ ମହିଳା ଲଙ୍ଗ ଜମ୍ପରେ ରୌପ୍ୟ ପଦକ ଜିତିଥିବା ଆନ୍ସି ସୋଜନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ କ୍ରୀଡ଼ାରେ ମହିଳା ଲଙ୍ଗ ଜମ୍ପରେ ରୌପ୍ୟ ପଦକ ଜିତିଥିବାରୁ ଆନ୍ସି ସୋଜନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ଏକ ଶକ୍ତିଶାଳୀ ଏବଂ ଉତ୍ସାହୀ ପ୍ରଦର୍ଶନ ଦେଶ ପାଇଁ ଅପାର ଆନନ୍ଦ ଆଣିଛି। ଶ୍ରୀ ମୋଦୀ ଆହୁରି ମଧ୍ୟ ଇଚ୍ଛା ବ୍ୟକ୍ତ କରିଥିଲେ ଯେ ସେ ଆଗାମୀ ସମୟରେ ଆହୁରି ଅଧିକ ସଫଳତା ହାସଲ କରିପାରିବେ।

ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେୟାର କରିଛି:

“ଏସୀୟ କ୍ରୀଡ଼ାରେ ମହିଳା ଲଙ୍ଗ ଜମ୍ପରେ ରୌପ୍ୟ ପଦକ ଜିତିଥିବାରୁ ଆନ୍ସି ସୋଜନଙ୍କୁ ଅଭିନନ୍ଦନ! ତାଙ୍କର ଏକ ଶକ୍ତିଶାଳୀ ଏବଂ ଉତ୍ସାହୀ ପ୍ରଦର୍ଶନ ଦେଶ ପାଇଁ ଅପାର ଆନନ୍ଦ ଆଣିଛି। ଆଗାମୀ ସମୟରେ ସେ ଆହୁରି ଅଧିକ ସଫଳତା ହାସଲ କରନ୍ତୁ: ପ୍ରଧାନମନ୍ତ୍ରୀ @narendramodi “

HS