ପିଏମଇଣ୍ଡିଆ
ମହମ୍ମଦ ଅସ୍ରାରୁଲ ହକଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
“ବିହାରର କିଷାନଗଞ୍ଜ ସାଂସଦ ଶ୍ରୀ ମହମ୍ମଦ ଅସ୍ରାରୁଲ ହକଙ୍କ ବିୟୋଗରେ ମୁଁ ମର୍ମାହତ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ତଥା ସମର୍ଥକଙ୍କ ପ୍ରତି ମୋର ସମବେଦନା ରହିଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Saddened by the passing away of Shri Mohammad Asrarul Haque, the Lok Sabha MP from Kishanganj in Bihar. My thoughts are with his family and supporters in this hour of grief: PM @narendramodi
— PMO India (@PMOIndia) December 7, 2018