ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ନାରୀ ଶକ୍ତି’କୁ ଅଭିବାଦନ କରିଛନ୍ତି ।
“ଅନ୍ତର୍ଜାତୀୟ ମହିଳା ଦିବସରେ, ଆମର ଅଦମ୍ୟ ନାରୀ ଶକ୍ତିକୁ ଆମର ଅଭିବାଦନ । ଆମେ ଏଥିପାଇଁ ଗର୍ବିତ ଯେ ଆମେ ଏପରି ସଂଖ୍ୟାଧିକ ନିଷ୍ପତ୍ତି ନେଇଛୁ ଯାହା ନାରୀ ସଶକ୍ତିକରଣକୁ ଆହୁରି ଆଗେଇ ନେଇଛି । ବିଭିନ୍ନ କ୍ଷେତ୍ରରେ ନାରୀମାନଙ୍କ ବିଶାଳ ଉପଲବ୍ଧୀକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବା ଉଚିତ୍”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
On International Women's Day, we salute our indomitable Nari Shakti.
— Narendra Modi (@narendramodi) March 8, 2019
We are proud to have taken numerous decisions that have furthered women empowerment.
Every Indian is proud of the stupendous accomplishments of women in various spheres. #NewIndia4NariShakti pic.twitter.com/NPTN62Lqek