Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ ସିଏସ ଶିବଲ୍ଲୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ଶ୍ରୀ ସିଏସ ଶିବଲ୍ଲୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

“କର୍ଣ୍ଣାଟକର ମନ୍ତ୍ରୀ ଶ୍ରୀ ସିଏସ ଶିବଲ୍ଲୀଙ୍କ ପରିବାର ଓ ସମର୍ଥକଙ୍କୁ ମୋର ସମବେଦନା ।”

ଶ୍ରୀ ଶିବଲ୍ଲୀ “କର୍ଣ୍ଣାଟକକୁ ତାଙ୍କର ସେବା ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ । ତାଙ୍କ ଆତ୍ମାର ସଦଗତି ହେଉ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

****************