Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରପତି ରୂପେ ପୁନଃ ନିର୍ବାଚିତ ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାଏଦ ଅଲ ନାହ୍ୟାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ୟୁଏଇ ରାଷ୍ଟ୍ରପତି ରୂପେ ପୁନଃ ନିର୍ବାଚିତ ହୋଇଥିବାରୁ ମହାମହିମ ଶେଖ ଖଲିଫା ବିନ ଜାୟେଦ ଅଲ ନାହ୍ୟାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ରାଷ୍ଟ୍ରପତି ରୂପେ ପୁନଃ ନିର୍ବାଚିତ ୟୁଏଇ ରାଷ୍ଟ୍ରପତି ମହାମହିମ ଶେଖ ଖଲିଫା ବିନ ଜାୟେଦ ଅଲ ନାହ୍ୟାନଙ୍କୁ ଆମର ଶୁଭେଛା । ମୁଁ ନିଶ୍ଚିତ ଯେ, ତାଙ୍କର ବଳିଷ୍ଠ ଏବଂ ଦୂରଦର୍ଶୀ ନେତୃତ୍ଵ, ଆମ ବନ୍ଧୁତା ଏବଂ ବ୍ୟାପକ ରଣନୈତିକ ଭାଗିଦାରୀ ଜାରିରହିବା ସହ ଅଧିକ ନିବିଡ ହେବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********