Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଡଃ ଏମ. ଚିଦାନନ୍ଦ ମୂର୍ତ୍ତିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ଡଃ ଏମ. ଚିଦାନନ୍ଦ ମୂର୍ତ୍ତିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

“କଳା ଓ ସଂସ୍କୃତି ଜଗତରେ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ ଡଃ ଏମ. ଚିଦାନନ୍ଦ ମୂର୍ତ୍ତି । କନ୍ନଡ ଭାଷା ପ୍ରତି ତାଙ୍କର ଯୋଗଦାନ ଏବଂ ଆମ ସମୃଦ୍ଧ ଇତିହାସର ଅଭିନବ ଦିଗଗୁଡିକୁ ସଂରକ୍ଷଣ କରିବାରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ଥିଲା । ତାଙ୍କ ବିୟୋଗ ଦୁଃଖଦାୟକ । ତାଙ୍କ ପରିବାର ଓ ଆତ୍ମୀୟଙ୍କ ପ୍ରତି ସମବେଦନା । ଓମ ଶାନ୍ତି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********