Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆତ୍ମସମ୍ମାନ, ସାହସ ଏବଂ ସ୍ଥିରତାର ଗୁରୁତ୍ୱ ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆତ୍ମସମ୍ମାନ, ସାହସ ଏବଂ ମର୍ଯ୍ୟାଦାର ସହ ବଞ୍ଚିବାର ଗୁରୁତ୍ୱ ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ସେ ଗୁରୁତ୍ୱାରୋପ କରିଥିଲେ ଯେ କୌଣସି ପରିସ୍ଥିତିରେ ଆପୋଷ ବୁଝାମଣା ନକରି ନିଜ ନୀତି ଏବଂ ମୂଲ୍ୟବୋଧରେ ସ୍ଥିର ରହିବା ହିଁ ପ୍ରକୃତ ବୀରତ୍ୱ ଏବଂ ଶକ୍ତି  

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି

‘‘ଉଦ୍ୟଚ୍ଛେଦେବ ନ ନମେଦୂଧମୋ ହୋବ ପୌରୁଷମ୍‍ ।

ଅପ୍ୟପର୍ବାଣି ଭଜ୍ୟତେ ନ ନମତ୍ୟେବ କସ୍ୟଚିତ୍‍ ।।’’

ସୁଭାଶିତମ୍ ସୂଚିତ କରେ ଯେ ଜଣେ ବ୍ୟକ୍ତି ସର୍ବଦା ଆତ୍ମସମ୍ମାନ, ସାହସ ଏବଂ ମର୍ଯ୍ୟାଦା ସହିତ ବଞ୍ଚିବା ଉଚିତ୍ । କୌଣସି ପରିସ୍ଥିତିରେ ନିଜ ନୀତି ଏବଂ ମୂଲ୍ୟବୋଧ ସହିତ କେବେ ବି ସାଲିସ୍ ନକରିବା, ବରଂ ସତ୍ୟ, ଧୈର୍ଯ୍ୟ ଏବଂ ଆତ୍ମସମ୍ମାନ ସହିତ ନିଜ ଆଦର୍ଶରେ ସ୍ଥିର ରହିବା ହିଁ ପ୍ରକୃତ ବୀରତ୍ୱ ଏବଂ ଶକ୍ତି

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

‘‘ଉଦ୍ୟଚ୍ଛେଦେବ ନ ନମେଦୂଧମୋ ହୋବ ପୌରୁଷମ୍‍ ।

ଅପ୍ୟପର୍ବାଣି ଭଜ୍ୟତେ ନ ନମତ୍ୟେବ କସ୍ୟଚିତ୍‍ ।।’’

HS