ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଧ୍ୟାତ୍ମିକ ବିକାଶ ଉପରେ ଗୁରୁତ୍ୱାରୋପ କରୁଥିବା ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ।
‘‘ଆତ୍ମୋଦୟଃ ପରଜ୍ୟାନିର୍ଦ୍ଦୟଂ ନିତିରୀତିୟତି ।
ତଦୁରିକୃତ୍ୟ କୃତିଭିର୍ବା ଚସ୍ପତ୍ୟଂ ପ୍ରତାୟତେ ।।’’
ଶ୍ରୀ ମୋଦୀ କହିଥିଲେ ଯେ ଆଧ୍ୟାତ୍ମିକ ବିକାଶ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସେବା, ସମର୍ପଣ ଏବଂ ରାଷ୍ଟ୍ର ନିର୍ମାଣର ଭାବନା ସୃଷ୍ଟି କରିଥାଏ। ଏହି ନୀତି ଦ୍ୱାରା ଅନୁପ୍ରାଣିତ ହୋଇ ଆଜି ଆମର ଯୁବ ଶକ୍ତି ଦେଶକୁ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ଆଧ୍ୟାତ୍ମିକ ବିକାଶ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସେବା, ସମର୍ପଣ ଏବଂ ରାଷ୍ଟ୍ର ନିର୍ମାଣର ଭାବନା ସୃଷ୍ଟି କରିଥାଏ। ଏହାଦ୍ୱାରା ଅନୁପ୍ରାଣିତ ହୋଇ ଆଜି ଆମର ଯୁବ ଶକ୍ତି ଦେଶକୁ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ନେଇଯାଉଛି।
HS
आत्मिक विकास व्यक्ति के भीतर सेवा, समर्पण और राष्ट्र निर्माण की भावना का संचार करता है। इसी से प्रेरित होकर आज हमारी युवा शक्ति देश को हर क्षेत्र में आगे ले जा रही है।
— Narendra Modi (@narendramodi) August 5, 2026
आत्मोदयः परज्यानिर्द्वयं नीतिरितीयती।
तदूरीकृत्य कृतिभिर्वाचस्पत्यं प्रतायते ।। pic.twitter.com/mubMNrYdQh