ପିଏମଇଣ୍ଡିଆ
ଏଣିକି ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ପ୍ରବେଶିକା ପରୀକ୍ଷା ପରିଚାଳନା ସକାଶେ ଏକ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଗଠନ କରାଯିବ । ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଅନୁମୋଦନ କରାଯାଇଛି । କ୍ୟାବିନେଟ ନିଷ୍ପତି ଅନୁଯାୟୀ ପ୍ରସ୍ତାବିତ ଏଜେନ୍ସୀ ଭାରତୀୟ ସୋସାଇଟି ପଞ୍ଜିକରଣ ଆଇନ 1860 ଅଧିନରେ ଏକ ସୋସାଇଟି ଭାବେ ପଞ୍ଜିକୃତ ହେବ । ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଏକ ସ୍ୱୟଂଶାସିତ ପ୍ରବେଶିକା ପରୀକ୍ଷା ପରିଚାଳନା ସଂସ୍ଥା ଭାବେ ଜାତୀୟସ୍ତରରେ କାର୍ଯ୍ୟ କରିବ ।
ବୈଶିଷ୍ଟ୍ୟ –
ଗଠନ ପ୍ରଣାଳୀ –
ଆର୍ଥିକ ବ୍ୟବସ୍ଥା –
ପ୍ରଭାବ –
**********