Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତର-ପୂର୍ବାଞ୍ଚଳର ସୌନ୍ଦର୍ଯ୍ୟକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର-ପୂର୍ବାଞ୍ଚଳର ଚମତ୍କାର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ସେ ପଚାରିଛନ୍ତି, “ଉତ୍ତର-ପୂର୍ବାଞ୍ଚଳ ଭ୍ରମଣ ନେଇ ଆପଣମାନଙ୍କର ନିଜର କିମ୍ବା ଉତ୍ତର ପୂର୍ବାଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟର ଝଲକ ଥିବା ଫଟୋ ରହିଛି କି?”

#MagnificentNortheast ବ୍ୟବହାର କରି ଏହାକୁ ସେୟାର କରିବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । “ମୁଁ ମଧ୍ୟ ମୋ ପେଜରେ କିଛି ପୋଷ୍ଟର ସେୟାର କରିବି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

**********