Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସିଆ କପ୍ ଜିତିବା ପାଇଁ ଭାରତୀୟ କ୍ରିକେଟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଏସିଆ କପ୍ ଜିତିବା ପରେ ଟିମ୍ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

ଏକ୍ସରେ ଶ୍ରୀ ମୋଦୀ ପୋଷ୍ଟ କରିଛନ୍ତି:

ଟିମ୍ ଇଣ୍ଡିଆ ବହୁତ ସୁନ୍ଦର ଖେଳିଲା!

ଏସିଆ କପ୍ ଜିତିବା ପାଇଁ ଅଭିନନ୍ଦନ ଆମ ଖେଳାଳିମାନେ ଟୁର୍ନାମେଣ୍ଟ ମାଧ୍ୟମରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି

 

SR