Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସୀୟ କ୍ରୀଡ଼ାରେ ପୁରୁଷ ସଟ୍ ପୁଟ୍ ରେ ରୌପ୍ୟ ପଦକ ଜିତିଥିବାରୁ ତେଜିନ୍ଦରପାଲ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସିଆନ୍ ଗେମ୍ସରେ ପୁରୁଷ ସଟ୍ ପୁଟ୍ ରେ ରୌପ୍ୟ ପଦକ ଜିତି ଚମତ୍କାର ପ୍ରଦର୍ଶନ ପାଇଁ ତେଜିନ୍ଦରପାଲ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତେଜିନ୍ଦରପାଲ ନିଜର ଧ୍ୟାନ ଏବଂ ଅଧ୍ୟବସାୟ ଜରିଆରେ ନିରନ୍ତର ଭାବେ ଦେଶକୁ ଗୌରବ ପ୍ରଦାନ କରିଆସିଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଏସୀୟ କ୍ରୀଡ଼ାରେ ଆଉ ଏକ ପଦକ ତାଙ୍କ ଉଲ୍ଲେଖନୀୟ ଯାତ୍ରାରେ ଏକ ଉପଯୁକ୍ତ ସଂଯୋଜନ ଏବଂ ସେ ଆଗକୁ ଆହୁରି ଅନେକ ସଫଳତା କାମନା କରିଥିଲେ।

ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେୟାର କରିଛି:

## ତେଜିନ୍ଦରପାଲ ସିଂହଙ୍କ ଦ୍ୱାରା ଏକ ଚମତ୍କାର ପ୍ରଦର୍ଶନ! ଏସୀୟ କ୍ରୀଡ଼ାରେ ପୁରୁଷଙ୍କ ସଟ୍ ପୁଟ୍ ରେ ଏକ ଚିତ୍ତାକର୍ଷକ ଥ୍ରୋ ସହିତ ରୌପ୍ୟ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ।

ତେଜିନ୍ଦରପାଲ ନିଜର ଧ୍ୟାନ ଏବଂ ଅଧ୍ୟବସାୟ ଜରିଆରେ ନିରନ୍ତର ଭାବେ ଦେଶକୁ ଗୌରବ ପ୍ରଦାନ କରିଆସିଛନ୍ତି। ଏସୀୟ କ୍ରୀଡ଼ାର ଆଉ ଏକ ପଦକ ତାଙ୍କ ଉଲ୍ଲେଖନୀୟ ଯାତ୍ରାରେ ଏକ ଉପଯୁକ୍ତ ସଂଯୋଜନ। ତାଙ୍କୁ ଆଗକୁ ଆହୁରି ଅନେକ ସଫଳତା କାମନା କରୁଛି: ପ୍ରଧାନମନ୍ତ୍ରୀ @narendramodi “

HS