ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ଉଡୁପିସ୍ଥିତ ଶ୍ରୀ ପେଜବର ଅଧୋକ୍ଷଜ ମଠର ଶ୍ରୀ ଶ୍ରୀ ବିଶ୍ୱପ୍ରସନ୍ନ ତୀର୍ଥ ସ୍ୱାମୀଜୀଙ୍କୁ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସାକ୍ଷାତ କରିଛନ୍ତି।
ପ୍ରଧାନମନ୍ତ୍ରୀ ପଦ୍ମ ବିଭୂଷଣ ୟତିକୁଲା ଚକ୍ରବର୍ତ୍ତୀ ଶ୍ରୀ ବିଶ୍ୱେଶ ତୀର୍ଥ ସ୍ୱାମୀଜୀଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଲୋଗୋ ଉନ୍ମୋଚନ କରିଥିଲେ। ସେ କହିଥିଲେ ଯେ ତାଙ୍କର ଭକ୍ତି, ଶିକ୍ଷା ଏବଂ ସେବାର ଜୀବନ ଅଗଣିତ ଲୋକଙ୍କୁ ଅନୁପ୍ରାଣିତ କରୁଛି। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ତାଙ୍କ ମହାନ ଆଦର୍ଶକୁ ଆହୁରି ଆଗକୁ ନେଇଯିବ।
ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି:
“ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଉଡୁପି ସ୍ଥିତ ଶ୍ରୀ ପେଜବର ଅଧୋକ୍ଷଜ ମଠର ଶ୍ରୀ ବିଶ୍ୱପ୍ରସନ୍ନ ତୀର୍ଥ ସ୍ୱାମୀଜୀଙ୍କୁ ଭେଟିଥିଲେ।
ପଦ୍ମ ବିଭୂଷଣ ୟତିକୁଲା ଚକ୍ରବର୍ତ୍ତୀ ଶ୍ରୀ ବିଶ୍ୱେଶ ତୀର୍ଥ ସ୍ୱାମୀଜୀଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଲୋଗୋ ଉନ୍ମୋଚନ କରିଥିଲେ। ତାଙ୍କର ଭକ୍ତି, ଶିକ୍ଷା ଏବଂ ସେବାର ଜୀବନ ଅଗଣିତ ଲୋକଙ୍କୁ ପ୍ରେରଣା ଦେଉଛି। ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ତାଙ୍କ ମହାନ ଆଦର୍ଶକୁ ଆହୁରି ଆଗକୁ ନେଇଯିବ ।’’
HS
Met Sri Sri Vishwaprasanna Tirtha Swamiji of Sri Pejavara Adhokshaja Matha, Udupi, along with other dignitaries.
— Narendra Modi (@narendramodi) September 22, 2026
Unveiled the logo of the Birth Centenary Celebrations of Padma Vibhushan Yatikula Chakravarti Sri Vishwesha Tirtha Swamiji. His life of devotion, learning and… pic.twitter.com/an2ExoXDcM
ಉಡುಪಿಯ ಶ್ರೀ ಪೇಜಾವರ ಅಧೋಕ್ಷಜ ಮಠದ ಶ್ರೀ ವಿಶ್ವಪ್ರಸನ್ನ ತೀರ್ಥ ಸ್ವಾಮೀಜಿ ಹಾಗೂ ಇತರ ಗಣ್ಯರನ್ನು ಭೇಟಿಯಾದೆ.
— Narendra Modi (@narendramodi) September 22, 2026
ಪದ್ಮವಿಭೂಷಣ ಯತಿಕುಲ ಚಕ್ರವರ್ತಿ ಶ್ರೀ ವಿಶ್ವೇಶ ತೀರ್ಥ ಸ್ವಾಮೀಜಿಯವರ ಜನ್ಮ ಶತಮಾನೋತ್ಸವ ಆಚರಣೆಯ ಲಾಂಛನವನ್ನು ಅನಾವರಣಗೊಳಿಸಲಾಯಿತು. ಭಕ್ತಿ, ಜ್ಞಾನ ಮತ್ತು ಸೇವೆಯಿಂದ ಕೂಡಿದ ಅವರ ಜೀವನವು ಅಸಂಖ್ಯಾತ ಜನರಿಗೆ ನಿರಂತರ… pic.twitter.com/5nSGTzQD5i