ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଣପତି ଦର୍ଶନ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ବାସଭବନ ପରିଦର୍ଶନ କରିଛନ୍ତି।
ଭଗବାନ ଶ୍ରୀ ଗଣେଶଙ୍କ ଆଶୀର୍ବାଦ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
“କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ଜୀଙ୍କ ବାସଭବନରେ ଗଣପତି ଦର୍ଶନ ପାଇଁ ଯାଇଥିଲି।
ଭଗବାନ ଶ୍ରୀ ଗଣେଶ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ!
@PiyushGoyal”
HS
Went for Ganpati Darshan at the residence of Union Minister Shri Piyush Goyal Ji.
— Narendra Modi (@narendramodi) September 14, 2026
May Bhagwan Shri Ganesh bless everyone!@PiyushGoyal pic.twitter.com/xid9mDOOiF
केंद्रीय मंत्री श्री पीयूष गोयल जी यांच्या निवासस्थानी गणपती बाप्पांचे दर्शन घेतले.
— Narendra Modi (@narendramodi) September 14, 2026
श्री गणेशाची कृपादृष्टी सर्वांवर सदैव राहो!@PiyushGoyal pic.twitter.com/99zotc5m9I