ପିଏମଇଣ୍ଡିଆ
ଗଣେଶ ଚତୁର୍ଥୀ ପର୍ବର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭକାମନା ଜଣାଇବା ସହିତ ଚାରିଆଡେ ଆନନ୍ଦ ଏବଂ ସମୃଦ୍ଧି କାମନା କରିଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆପଣ ସମସ୍ତଙ୍କୁ ଗଣେଶ ଚତୁର୍ଥୀରେ ଅନେକ ଅନେକ ଶୁଭକାମନା । ଗଣପତି ବାପ୍ପା ମୋରିୟା!
ଗଣେଶ ଚତୁର୍ଥୀ ପର୍ବର ଶୁଭ ଅବସରରେ ଶୁଭେଚ୍ଛା । ଭଗବାନ ଶ୍ରୀ ଗଣେଶଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହୁ । ଚାରିଆଡେ ସୁଖ ଓ ସମୃଦ୍ଧିର ବାତାବରଣ ବିରାଜମାନ ହେଉ ।
**********
आप सभी को गणेश चतुर्थी की बहुत-बहुत बधाई। गणपति बाप्पा मोरया!
— Narendra Modi (@narendramodi) August 22, 2020
Greetings on the auspicious festival of Ganesh Chaturthi. May the blessings of Bhagwan Shri Ganesh always be upon us. May there be joy and prosperity all over.