Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୀତାବେନ୍ ରାବରୀଙ୍କ ଦ୍ୱାରା ଗାନ କରାଯାଇଥିବା ଭକ୍ତି ଭଜନ ‘ଶ୍ରୀ ରାମ ଘର ଆୟେ’କୁ ସେୟାର କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୀତାବେନ୍ ରାବରୀଙ୍କ ଦ୍ୱାରା ଗାନ କରାଯାଇଥିବା, ମୌଲିକ ମେହତାଙ୍କ ଦ୍ୱାରା ରଚିତ ଏବଂ ସୁନୀତା ଯୋଶୀ(ପାଣ୍ଡ୍ୟା)ଙ୍କ ଦ୍ୱାରା ସଂଯୋଜିତ ଭକ୍ତି  ଭଜନ ‘ଶ୍ରୀ ରାମ ଘର ଆୟେ’କୁ ସେୟାର କରିଛନ୍ତି ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ଦିବ୍ୟ-ଭବ୍ୟ ମନ୍ଦିରରେ ରାମଲଲାଙ୍କ ଆଗମନର ପ୍ରତୀକ୍ଷା ଶେଷ ହେବାକୁ ଯାଉଛି । ସମଗ୍ର ଦେଶ ମୋ ପରିବାରଜନଙ୍କୁ ତାଙ୍କ ପ୍ରାଣ-ପ୍ରତିଷ୍ଠାର ଅପେକ୍ଷା ରହିଛି । ତାଙ୍କୁ ସ୍ୱାଗତ କରିବା ପାଇଁ ଗୀତାବେନ ରାବରି ଜୀଙ୍କ ଏହି ଭଜନ ଅତ୍ୟନ୍ତ ଭାବବିଭୋର କରିବା ଭଳି ।’

  SR