Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗ୍ରୀକ୍ ଶିକ୍ଷାବିତଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଗ୍ରୀକ୍ ଶିକ୍ଷାବିତଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୫ରେ ଏଥେନ୍ସରେ ଏଥେନ୍ସ ବିଶ୍ୱବିଦ୍ୟାଳୟରେ ଇଣ୍ଡୋଲୋଜିଷ୍ଟ ଏବଂ ସଂସ୍କୃତ ହିନ୍ଦୀ ପ୍ରଫେସର ଦିମିଟ୍ରିଓସ୍ ବାସିଲିୟାଡିସଙ୍କ ସମେତ ଏଥେନ୍ସ ବିଶ୍ୱବିଦ୍ୟାଳୟର ସୋସିଆଲ ଥିଓଲୋଜିର ଆସିଷ୍ଟାଣ୍ଟ ପ୍ରଫେସର . ଆପୋଷ୍ଟୋଲୋସ ମାଇକାଲିଡିସଙ୍କୁ ସାକ୍ଷାତ କରିଛନ୍ତି

ଭାରତୀୟ ଧର୍ମ, ଦର୍ଶନ ଏବଂ ସଂସ୍କୃତି ଉପରେ ନିଜ କାମ ବାବଦରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ

ଏହି ଆଲୋଚନାରେ ଭାରତୀୟ ଏବଂ ଗ୍ରୀକ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶିକ୍ଷାଗତ ସହଯୋଗକୁ ଗଭୀର କରିବାର ସମ୍ଭାବନା ଏବଂ ଭାରତଗ୍ରୀସ୍ ସଂସ୍କୃତିକୁ ଆହୁରି ମଜଭୁତ କରିବାର ଉପାୟ ଉପରେ ଗୁରୁତ୍ୱ ଦିଆଯାଇଥିଲା

SR