Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଦିବସରେ ସିଏ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଦିବସରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଚାର୍ଟର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସିଏ ମାନଙ୍କ ଅଭିଜ୍ଞତା ଓ ରଣନୀତିକ ଦୃଷ୍ଟିକୋଣ ବ୍ୟବସାୟ ଏବଂ ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଲାଭଜନକ ହେବା ସହ ଏହା ଆମର ଅର୍ଥନୈତିକ ଅଭିବୃଦ୍ଧି ଓ ସ୍ଥିରତା ପ୍ରତି ଅବଦାନ ରଖେ ।

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଶୁଭ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଦିବସ ! ଆମ ଅର୍ଥନୀତିକ ଚିତ୍ରକୁ ରୂପ ଦେବାରେ ସିଏ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ଅଭିଜ୍ଞତା ଓ ରଣନୀତିକ ଦୃଷ୍ଟିକୋଣ ବ୍ୟବସାୟ ଓ ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଲାଭପ୍ରଦ ହୋଇଥାଏ । ସେମାନେ ମଧ୍ୟ ଅର୍ଥନୈତିକ ଅଭିବୃଦ୍ଧି ଓ ସ୍ଥିରତା ପ୍ରତି ଅବଦାନ ରଖିଥାନ୍ତି । ସେମାନେ ଆମ ଅର୍ଥନୀତିର ଏକ ବଡ଼ ଅଂଶୀଦାର । # CADay”

CA