Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ଅଭିବୃଦ୍ଧି ଏବଂ ସମୃଦ୍ଧିକୁ ଆଗେଇ ନେବାରେ ‘ମେକ୍ ଇନ୍ ଇଣ୍ଡିଆ ’ ର ଭୂମିକା ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମେକ୍ ଇନ୍ ଇଣ୍ଡିଆ ’ ପଦକ୍ଷେପର ୧୨ ବର୍ଷ ପୂରଣ ଅବସରରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ମେକ୍ ଇନ୍ ଇଣ୍ଡିଆ ’ ହେଉଛି ଭିତ୍ତିଭୂମି, ଉଦ୍ୟୋଗ ଏବଂ ନବସୃଜନ ସୃଷ୍ଟି କରିବା, ଯାହା ଭାରତକୁ ଅଭିବୃଦ୍ଧି ଏବଂ ସମୃଦ୍ଧ କରିବାରେ ସହାୟକ ହେବ ।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏକ ଭିଡିଓ ସେୟାର କରି ପୋଷ୍ଟ କରିଛନ୍ତି:

“ମେକ୍ ଇନ୍ ଇଣ୍ଡିଆ” ହେଉଛି ଭିତ୍ତିଭୂମି, ଉଦ୍ୟୋଗ ଏବଂ ନବସୃଜନ ସୃଷ୍ଟି କରିବା ଯାହା ଭାରତକୁ ଅଭିବୃଦ୍ଧି ଏବଂ ସମୃଦ୍ଧ କରିବାରେ ସାହାଯ୍ୟ କରେ !

#12YearsOfMakeInIndia”

HS