Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜୟନ୍ତୀ ଅବସରରେ ନାନାଜୀ ଦେଶମୁଖଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ


ସମାଜ ସଂସ୍କାରକ ନାନାଜୀ ଦେଶମୁଖଙ୍କୁ ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ମରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ଜୟନ୍ତୀ ଅବସରରେ ନାନାଜୀ ଦେଶମୁଖଙ୍କ କଥା ସ୍ମରଣ ହେଉଛି । ତାଙ୍କ ମହାନ କାର୍ଯ୍ୟ ଧାରା ଓ ଗ୍ରାମାଂଚଳର ବିକାଶ ଉପରେ ଗୁରୁତ୍ୱକୁ ନେଇ ଆମେ ସଦାସର୍ବଦା ଅନୁପ୍ରାଣିତ ହେଉଛୁ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

**********