ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରକୃତରେ ଗୁଣୀ ବ୍ୟକ୍ତିବିଶେଷଙ୍କ ଗୁଣ ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି। ଏହି ପଦଟି ସମସ୍ତ ପ୍ରାଣୀଙ୍କୁ ସମାନତାର ସହ ବ୍ୟବହାର କରିବା, ବ୍ୟକ୍ତିଗତ ଇଚ୍ଛା ଏବଂ କ୍ରୋଧରୁ ମୁକ୍ତ ରହିବା ଏବଂ ନ୍ୟାୟ ପଥରୁ କଦାପି ବିଚ୍ୟୁତ ନହେବା ଉପରେ ଗୁରୁତ୍ୱାରୋପ କରେ ।
ଏକ ସଂସ୍କୃତ ସୁଭାଶିତମ୍ ସେୟାର କରି ଶ୍ରୀ ମୋଦୀ ‘ଏକ୍ସ ’ ଉପରେ ଲେଖିଥିଲେ;
‘‘ସମାଃ ସର୍ବଷୁ ଭୂତେଷୁ କମାକ୍ରୋଧବିବର୍ଜିତାଃ ।
ନ୍ୟାୟମାର୍ଗ ନ ମୁଚ୍ୟନ୍ତି ତେ ବୈ ସପ୍ତୁରୂଷାଃ ସ୍ମୃତାଃ ।’’
HS
समाः सर्वेषु भूतेषु कामक्रोधविवर्जिताः। न्यायमार्गं न मुञ्चन्ति ते वै सत्पुरुषाः स्मृताः। https://t.co/jTvAcfFuVb
— Narendra Modi (@narendramodi) November 9, 2026