ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି, ଯେଉଁଥିରେ ଦର୍ଶାଯାଇଛି ଯେ ଯେଉଁମାନେ ଅନ୍ୟମାନଙ୍କ କଲ୍ୟାଣ ପାଇଁ ବଳିଦାନ କରନ୍ତି ସେମାନେ ଅମରତା ହାସଲ କରନ୍ତି:
‘‘ଜୟନ୍ତି ତେ ସୁକୃତିନୋ ରସସିଦ୍ଧ୍ୟାଃ କବିଶରାଃ ।
ନାସ୍ତି ୟେଷାଂ ଯଶଃ କାୟେ ଜରାମରଣଜଂ ଭୟମ୍ ।।’’
ଶ୍ରୀ ମୋଦୀ ଏହା ମଧ୍ୟ କହିଥିଲେ ଯେ ଭାରତର ଏକତା, ଅଖଣ୍ଡତା ଏବଂ ଆତ୍ମସମ୍ମାନ ପାଇଁ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇବ।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ଭାରତର ଏକତା, ଅଖଣ୍ଡତା ଏବଂ ଆତ୍ମସମ୍ମାନ ପାଇଁ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇବ।
‘‘ଜୟନ୍ତି ତେ ସୁକୃତିନୋ ରସସିଦ୍ଧ୍ୟାଃ କବିଶରାଃ ।
ନାସ୍ତି ୟେଷାଂ ଯଶଃ କାୟେ ଜରାମରଣଜଂ ଭୟମ୍ ।।’’
HS
भारतवर्ष की एकता, अखंडता और स्वाभिमान के लिए डॉ. श्यामा प्रसाद मुखर्जी का बलिदान हर पीढ़ी को प्रेरित करता रहेगा।
— Narendra Modi (@narendramodi) July 6, 2026
जयन्ति ते सुकृतिनो रससिद्धाः कवीश्वराः।
नास्ति येषां यशःकाये जरामरणजं भयम्॥ pic.twitter.com/qRIG8vPYZr