Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପରମପୂଜ୍ୟ ମୋରାନ ମାର ବାସେଲିଓସ ମାର୍ଥୋମା ପାଓଲୋସ ଦ୍ୱିତୀୟଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଶୋକ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥୋଡକ୍ସ ଚର୍ଚ୍ଚର ସର୍ବୋଚ୍ଚ ମୁଖ୍ୟ ପରମପୂଜ୍ୟ ମୋରାନ ମାର ବାସେଲିଓସ ମାର୍ଥୋମା ପାଓଲୋସ ଦ୍ୱିତୀୟଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି, “ଭାରତୀୟ ଅର୍ଥୋଡକ୍ସ ଚର୍ଚ୍ଚର ସର୍ବୋଚ୍ଚ ମୁଖ୍ୟ ପରମପୂଜ୍ୟ ମୋରାନ ମାର ବାସେଲିଓସ ମାର୍ଥୋମା ପାଓଲୋସ ଦ୍ୱିତୀୟଙ୍କ ମୃତ୍ୟୁରେ ଦୁଃଖିତ । ସେ ସେବା ଓ ଦୟାର ପରମ୍ପରା ଛାଡ଼ି ଯାଇଛନ୍ତି । ଦୁଃଖର ଏହି ମୁହୂର୍ତ୍ତରେ ଅର୍ଥୋଡକ୍ସ ଚର୍ଚ୍ଚର ସଦସ୍ୟମାନଙ୍କୁ ସମବେଦନା ଜଣାଉଛି । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।”

 

*********

SR