Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପାଟନା ବିମାନବନ୍ଦରରେ ନୂତନ ଟର୍ମିନାଲ କୋଠା ବିହାରର ପ୍ରଗତି ପାଇଁ ଅତ୍ୟନ୍ତ ଭଲ ଖବର: ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପାଟନା ବିମାନବନ୍ଦରରେ ନୂତନ ଟର୍ମିନାଲ କୋଠା ବିହାରର ପ୍ରଗତି ପାଇଁ ଏକ ଶୁଭ ଖବର। ଶ୍ରୀ ମୋଦୀ ପାଟନା ବିମାନବନ୍ଦରରେ ନୂତନ ଟର୍ମିନାଲର କିଛି ଝଲକ ମଧ୍ୟ ସେୟାର କରିଛନ୍ତି ।

 

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି :

 

“ପାଟନା ବିମାନବନ୍ଦରକୁ ଏକ ଆଧୁନିକ ଟର୍ମିନାଲ କୋଠା ମିଳିଛି ! ଏହା ବିହାରର ପ୍ରଗତି ପାଇଁ ଏକ ଶୁଭ ଖବର ।

 

ନୂତନ ଟର୍ମିନାଲର କିଛି ଝଲକ ଏଠାରେ ଦିଆଯାଇଛି ।“

 

*****

MT