Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରଶିକ୍ଷକ ଶ୍ରୀ ଅଂଶୁମାନ ଗାଏକ୍ୱାଡଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରଶିକ୍ଷକ ଶ୍ରୀ ଅଂଶୁମାନ ଗାଏକ୍ୱାଡଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେଦର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ଶ୍ରୀ ମୋଦୀ କହିଛନ୍ତି ଯେ ଶ୍ରୀ ଅଂଶୁମାନ ଗାଏକ୍ୱାଡ ଜୀଙ୍କୁ କ୍ରିକେଟ୍‌ ଜଗତରେ ଅବିସ୍ମରଣୀୟ ଯୋଗଦାନ ପାଇଁ ସ୍ମରଣ ରହିବେ ।  ସେ ଏକ ପ୍ରତିଭାଶାଳୀ ଖେଳାଳୀ ଏବଂ ଜଣେ ଅସାଧାରଣ ପ୍ରଶିକ୍ଷକ ଥିଲେ । ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

ଶ୍ରୀ ଅଂଶୁମାନ ଗାଏକ୍ୱାଡ ଜୀ କ୍ରିକେଟ୍ ପ୍ରତି ତାଙ୍କର ଅବଦାନ ପାଇଁ ସ୍ମରଣୀୟ ହୋଇ ରହିବ         ସେ ଜଣେ ପ୍ରତିଭାବାନ ଖେଳାଳି ଏବଂ ଜଣେ ଅସାଧାରଣ ପ୍ରଶିକ୍ଷକ ଥିଲେ ତାଙ୍କ ବିୟୋଗରେ ମର୍ମାହତ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଉଛି ଓମ୍ ଶାନ୍ତି

****

NS/SLP