ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ‘ସୁଭାଶିତମ୍ “ସେୟାର କରିଛନ୍ତି
‘‘ସମାନେ ମନ୍ତ୍ରଃ ସମିତିଃ ସମାନି ସମାନଂ ମନଃ ସହ ଚନ୍ତମେଷାମ୍ ।
ସମାନଂ ମନ୍ତ୍ରମଭି ମନ୍ତ୍ରୟେ ବଃ ସମାନେନ ବୋ ହମିଷା ଜୁହୋମି ।।’’
ସୁଭାଶିତମ୍ ଗୁରୁତ୍ୱାରୋପ କରେ ଯେ ଯେତେବେଳେ ଆମର ସଂକଳ୍ପ, ଚିନ୍ତାଧାରା ଏବଂ ଭାବନା ଏକାକାର ହୁଏ, ପ୍ରତ୍ୟେକ ପ୍ରୟାସ ସଫଳ ହୁଏ, ଏବଂ ଭାରତବର୍ଷର ପ୍ରତ୍ୟେକ ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ଏକତା ସହିତ ଆଗକୁ ବଢ଼ିବା ଉଚିତ୍।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
ଯେତେବେଳେ ଆମର ସଂକଳ୍ପ, ଚିନ୍ତାଧାରା ଏବଂ ମନର ଭାବନା ଏକ ହୋଇଥାଏ, ସେତେବେଳେ ପ୍ରତ୍ୟେକ କାର୍ଯ୍ୟ ସଫଳ ହୋଇଥାଏ। ଆସନ୍ତୁ ଏକତାର ସହ ଆଗକୁ ବଢ଼ିବା ଏବଂ ଭାରତବର୍ଷର ପ୍ରତ୍ୟେକ ଲକ୍ଷ୍ୟକୁ ମିଳିତ ଭାବେ ହାସଲ କରିବା।
‘‘ସମାନେ ମନ୍ତ୍ରଃ ସମିତିଃ ସମାନି ସମାନଂ ମନଃ ସହ ଚନ୍ତମେଷାମ୍ ।
ସମାନଂ ମନ୍ତ୍ରମଭି ମନ୍ତ୍ରୟେ ବଃ ସମାନେନ ବୋ ହମିଷା ଜୁହୋମି ।।’’
HS
जब हमारे संकल्प, विचार और मन की भावनाएं एक होती हैं, तब हर कार्य सफल होता है। आइए, एकजुटता के साथ आगे बढ़ें और मिलकर भारतवर्ष के हर लक्ष्य को हासिल करें।
— Narendra Modi (@narendramodi) June 30, 2026
समानो मन्त्रः समितिः समानी समानं मनः सह चित्तमेषाम्।
समानं मन्त्रमभि मन्त्रये वः समानेन वो हविषा जुहोमि॥ pic.twitter.com/gR3JZ8ws4J