Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଦୂଷଣ ଓ ବାତ୍ୟାକୁ ନେଇ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଦୂଷଣ ଯୋଗୁ ଉତ୍ତର ଭାରତର ବିଭିନ୍ନ ଭାଗରେ ଦେଖାଦେଇଥିବା ପରିସ୍ଥିତି ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

ପଶ୍ଚିମ ଭାରତରେ କେତେକ ଭାଗରେ ବାତ୍ୟା ପରିସ୍ଥିତି ଯୋଗୁ ଦେଖାଦେଇଥିବା ପରିସ୍ଥିତି ସମ୍ବନ୍ଧରେ ମଧ୍ୟ ସେ ସମୀକ୍ଷା କରିଛନ୍ତି ।