ପିଏମଇଣ୍ଡିଆ
ମଣିପୁରର ମୁଖ୍ୟମନ୍ତ୍ରୀ ଶ୍ରୀ ୟୁମନାମ ଖେମଚାନ୍ଦ ସିଂହଙ୍କ ସହ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ନେମଚା କିପଗେନ ଏବଂ ଶ୍ରୀ ଲୋସି ଦିଖୋ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସରେ ପୋଷ୍ଟ କରିଛି:
ମଣିପୁରର ମୁଖ୍ୟମନ୍ତ୍ରୀ ଶ୍ରୀ ୟୁମନାମ ଖେମଚାନ୍ଦ ସିଂହ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ନେମଚା କିପଗେନ ଏବଂ ଶ୍ରୀ ଲୋସି ଦିଖୋଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
HS
CM of Manipur, Shri @YKhemchandSingh, alongwith Deputy CMs, Smt. @KipgenNemcha, Shri Losii Dikho met Prime Minister @narendramodi. pic.twitter.com/tKkarLHx4F
— PMO India (@PMOIndia) February 24, 2026