Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆର ଫେଡେରାଲ ଚାନସେଲର ଭାବେ ଶପଥ ନେଇଥିବାରୁ ଶ୍ରୀ ଖ୍ରିଷ୍ଟିଆନ ଷ୍ଟାକରଙ୍କୁ ଜଣାଇଲେ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରିଆର ଫେଡେରାଲ ଚାନସେଲର ଭାବେ ଶପଥ ନେଇଥିବାରୁ ଶ୍ରୀ ଖ୍ରିଷ୍ଟିଆନ ଷ୍ଟାକରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଥିଲେ କି, ଭାରତ-ଅଷ୍ଟ୍ରିଆ ସମ୍ବର୍ଦ୍ଧିତ ସହଭାଗିତା ଆଗାମୀ ବର୍ଷ ମାନଙ୍କରେ ନିରନ୍ତର ପ୍ରଗତି ଦିଗରେ ଅଗ୍ରସର ହେବ ।

ଶ୍ରୀ ମୋଦି ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି;

“ଅଷ୍ଟ୍ରିଆର ସଂଘୀୟ ଚାନସେଲର ଭାବେ ଶପଥ ନେଇଥିବାରୁ ଶ୍ରୀ ଖ୍ରିଷ୍ଟିଆନ ଷ୍ଟାକରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭାରତ-ଅଷ୍ଟ୍ରିଆ ସମ୍ବର୍ଦ୍ଧିତ ସହଭାଗିତା ଆଗାମୀ ବର୍ଷ ମାନଙ୍କରେ ନିରନ୍ତର ପ୍ରଗତି ଦିଗରେ ଅଗ୍ରସର ହେବ । ମୁଁ ଆପଣଙ୍କ ସହ ମିଶି କାମ କରିବାକୁ ତତ୍ପର, ଯାହାକି ଆମର ପାରସ୍ପରିକ ଲାଭକରୀ ସହଯୋଗକୁ ଅଭୂତପୂର୍ବ ଶୀର୍ଷକୁ ନେଇ ଯାଇପାରିବ ।”

SR