ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଓ ଟୋବାଗୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ–ବିଶେଶରଙ୍କ ଦ୍ୱାରା ଆୟୋଜିତ ପାରମ୍ପରିକ ରାତ୍ରଭୋଜନରେ ସାମିଲ ହେଲେ । ତ୍ରିନିଦାଦ ଓ ଟୋବାଗୋର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ରାତ୍ରଭୋଜନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋହାରି ପତ୍ରରେ ଭୋଜନ ପରଷା ଯାଇଥିଲା, ଯାହାରକି ତ୍ରିନିଦାଦ ଓ ଟୋବାଗୋର ନାଗରିକ, ବିଶେଷ କରି ଭାରତୀୟ ବଂଶୋଦ୍ଭବଙ୍କ ପାଇଁ ବହୁତ ସାଂସ୍କୃତିକ ମହତ୍ୱ ରହିଛି ।
ପ୍ରଧାନମନ୍ତ୍ରୀ ଏକ୍ସ ର ଏକ ପୋଷ୍ଟରେ କହିଛନ୍ତି:
“ପ୍ରଧାନମନ୍ତ୍ରୀ କମଳା ପ୍ରସାଦ–ବିଶେଶରଙ୍କ ଦ୍ୱାରା ଆୟୋଜିତ ରାତ୍ର ଭୋଜନରେ ସୋହାରି ପତ୍ରରେ ଭୋଜନ ପରଷା ଯାଇଥିଲା, ଯାହାରକି ତ୍ରିନିଦାଦ ଓ ଟୋବାଗୋର ନାଗରିକ, ବିଶେଷ କରି ଭାରତୀୟ ବଂଶୋଦ୍ଭବଙ୍କ ପାଇଁ ବହୁତ ସାଂସ୍କୃତିକ ମହତ୍ୱ ରହିଛି । ଏଠାରେ ପର୍ବପର୍ବାଣୀ ଓ ଅନ୍ୟାନ୍ୟ ବିଶେଷ କାର୍ଯ୍ୟକ୍ରମ ଅବସରରେ ଏହି ପତ୍ରରେ ଭୋଜନ ପରଷା ଯାଇଥାଏ ।”
SR
The dinner hosted by Prime Minister Kamla Persad-Bissessar had food served on a Sohari leaf, which is of great cultural significance to the people of Trinidad & Tobago, especially those with Indian roots. Here, food is often served on this leaf during festivals and other special… pic.twitter.com/KX74HL44qi
— Narendra Modi (@narendramodi) July 4, 2025