ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ଅବସରରେ ତାଙ୍କ ଅଭିଭାଷଣର ମୁଖ୍ୟାଂଶ ବାଣ୍ଟିଛନ୍ତି।
ଏକାଧିକ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଜରିଆରେ ଯେଉଁ ଉଦ୍ୟୋଗଗୁଡ଼ିକ ଆମର ଯୁବ ସହକର୍ମୀମାନଙ୍କୁ ପ୍ରଥମ ନିଯୁକ୍ତି ଦେଇଛନ୍ତି, ସେମାନେ ମଧ୍ୟ ଅନୁଭବ କରୁଛନ୍ତି ଯେ ସମଗ୍ର ସରକାର ଯୁବକମାନଙ୍କ ପଛରେ ଛିଡ଼ା ହୋଇଛନ୍ତି। ଏହା ସେମାନଙ୍କର ଦୃଷ୍ଟିକୋଣକୁ ମଧ୍ୟ ବଦଳାଇଥାଏ ।
“ଆଜି ଭାରତର ଷ୍ଟାର୍ଟଅପ୍ ଏବଂ ବିଶ୍ୱସ୍ତରୀୟ ନିବେଶକମାନେ ଏକ ନୂତନ ଶକ୍ତି ସହିତ କାର୍ଯ୍ୟ କରିବା ପାଇଁ ଆଗକୁ ଆସୁଛନ୍ତି। ଏହା ଆମର ଯୁବ ସହକର୍ମୀମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ।
ପ୍ରତିଭା, କୌଶଳ ଏବଂ ନବସୃଜନ ଶକ୍ତି ଦ୍ୱାରା ବିକଶିତ ଭାରତର ମାର୍ଗ ପ୍ରଶସ୍ତ ହେବ। ଶିଳ୍ପ ଜଗତକୁ ଏହା ମୋର ବିଶେଷ ଅନୁରୋଧ । ”
HS
प्रधानमंत्री विकसित भारत रोजगार योजना से हमारे युवा साथियों को पहली नौकरी देने वाले उद्योगों को भी लगता है कि युवाओं के पीछे पूरी सरकार खड़ी है। इससे उनका नजरिया भी बदल जाता है। pic.twitter.com/Xce4Kj4jka
— Narendra Modi (@narendramodi) June 19, 2026
आज भारत के Startups और Global Investors एक नई ताकत के साथ काम करने के लिए आगे आ रहे हैं। इससे हमारे युवा साथियों के लिए रोजगार के नए-नए अवसर बन रहे हैं। pic.twitter.com/mgfQgm7Rv9
— Narendra Modi (@narendramodi) June 19, 2026
विकसित भारत का रास्ता टैलेंट, स्किल और इनोवेशन की शक्ति से बनेगा। इसे लेकर उद्योग जगत से मेरा यह विशेष आग्रह… pic.twitter.com/q3ptjSZprf
— Narendra Modi (@narendramodi) June 19, 2026