Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଋଷୀୟ ସୁରକ୍ଷା ପରିଷଦର ସଚିବ ଶ୍ରୀ ନିକୋଲାଇ ପେତୃସେଭ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଋଷୀୟ ସୁରକ୍ଷା ପରିଷଦର ସଚିବ ଶ୍ରୀ ନିକୋଲାଇ ପେତୃସେଭ

ଋଷୀୟ ସଂଘ ସୁରକ୍ଷା ପରିଷଦର ସଚିବ ମହାମହିମ ଶ୍ରୀ ନିକୋଲାଇ ପେତୃସେଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ସେମାନେ ଦ୍ୱିପାକ୍ଷିକ ସହଯୋଗ ସାଙ୍ଗକୁ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ପ୍ରସଙ୍ଗଗୁଡିକ ସମ୍ପର୍କରେ ଆଲୋଚନା କରିଛନ୍ତି ।

SR