ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଗୁରୁତ୍ୱାରୋପ କରିଛନ୍ତି ଯେ ସାମୂହିକ ସମର୍ପଣ ଏବଂ ପ୍ରୟାସ ଦ୍ୱାରା ରାଷ୍ଟ୍ରର ସମୃଦ୍ଧି ସ୍ଥିର ରହିଛି। ଏହି ଭାବନା ହିଁ ସମାଜକୁ ନୂତନ ଶକ୍ତି ପ୍ରଦାନ କରିଥାଏ ଏବଂ ବିକାଶର ସଂକଳ୍ପଗୁଡ଼ିକୁ ପୂରଣ କରିବାର ମାର୍ଗ ପ୍ରଶସ୍ତ କରିଥାଏ।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଥିଲେ –
‘‘ଯତ୍ରୋତ୍ସାହସମାରମ୍ଭୋ ଯତ୍ରଳସ୍ୟବିହନତା ।
ନୟବିକ୍ରମ ସଂଯୋଗସ୍ତତ୍ର ଶ୍ରୀରଚଳା ଧ୍ରୁବମ୍ ।‘‘
ପ୍ରଧାନମନ୍ତ୍ରୀ ‘ଏକ୍ସ “ରେ ପୋଷ୍ଟ କରିଛନ୍ତି:
“ସାମୂହିକ ସମର୍ପଣ ଏବଂ ଅଧ୍ୟବସାୟ ଦ୍ୱାରା ରାଷ୍ଟ୍ରର ସମୃଦ୍ଧି ଅକ୍ଷୁର୍ଣ୍ଣ ରହିଛି। ଏହି ଭାବନା ସମାଜକୁ ନୂତନ ଶକ୍ତି ପ୍ରଦାନ କରିଥାଏ ଏବଂ ବିକାଶର ସଂକଳ୍ପଗୁଡ଼ିକୁ ପୂରଣ କରିବାର ମାର୍ଗ ପ୍ରଶସ୍ତ କରିଥାଏ।
‘‘ଯତ୍ରୋତ୍ସାହସମାରମ୍ଭୋ ଯତ୍ରଳସ୍ୟବିହନତା ।
ନୟବିକ୍ରମ ସଂଯୋଗସ୍ତତ୍ର ଶ୍ରୀରଚଳା ଧ୍ରୁବମ୍ ।‘‘
HS
सामूहिक समर्पण और पुरुषार्थ से राष्ट्र की समृद्धि अक्षुण्ण रहती है। यही भावना समाज को नई ऊर्जा देती है और विकास के संकल्पों को सिद्धि तक पहुंचाने का मार्ग प्रशस्त करती है।
— Narendra Modi (@narendramodi) June 24, 2026
यत्रोत्साहसमारम्भो यत्रालस्यविहीनता।
नयविक्रमसंयोगस्तत्र श्रीरचला ध्रुवम्॥ pic.twitter.com/DoeTxm3sBX