Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଫଳାଫଳ ତାଲିକା: ଆଙ୍ଗୋଲା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ

ଫଳାଫଳ ତାଲିକା: ଆଙ୍ଗୋଲା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ


1. ବୁଝାମଣାପତ୍ର / ଚୁକ୍ତିନାମା:

i. ଆୟୁର୍ବେଦ ଏବଂ ଅନ୍ୟାନ୍ୟ ପାରମ୍ପରିକ ଔଷଧ ପ୍ରଣାଳୀ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ସରକାର ଏବଂ ଆଙ୍ଗୋଲା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର

ii. କୃଷି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ସରକାର ଏବଂ ଆଙ୍ଗୋଲା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର

iii. 2025-29 ଅବଧି ପାଇଁ ସଂସ୍କୃତି କ୍ଷେତ୍ରରେ ଭାରତ ସରକାର ଏବଂ ଆଙ୍ଗୋଲା ସରକାରଙ୍କ ମଧ୍ୟରେ ସହଯୋଗ କାର୍ଯ୍ୟକ୍ରମ

2. ଆଙ୍ଗୋଲା ଅନ୍ତର୍ଜାତୀୟ ସୋଲାର ଆଲାଏନ୍ସ (ଆଇଏସଏ) ଫ୍ରେମୱାର୍କ ଚୁକ୍ତିନାମାରେ ସ୍ୱାକ୍ଷର କରିଛି ଏବଂ ଆଇଏସଏ ର 123ତମ ସଦସ୍ୟ ହୋଇଛି।

3. ପ୍ରତିରକ୍ଷା କ୍ରୟ ପାଇଁ 200 ନିୟୁତ ଆମେରିକୀୟ ଡଲାରର ଏଲଓସି ପାଇଁ ଆଙ୍ଗୋଲାର ଅନୁରୋଧକୁ ଭାରତ ସରକାର ମଞ୍ଜୁର କରିଛନ୍ତି।

*******

BS