Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିକଶିତ ଭାରତ ନିର୍ମାଣରେ ଆତ୍ମବିଶ୍ୱାସର ଶକ୍ତି ଉପରେ ଗୁରୁତ୍ୱାରୋପ କରି ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି, ଯେଉଁଥିରେ ଏକ ବିକଶିତ ଭାରତର ପରିକଳ୍ପନାକୁ ସାକାର କରିବାରେ ଆତ୍ମବିଶ୍ୱାସର ପରିବର୍ତ୍ତନକାରୀ ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଛି।

ଏକ୍ସ ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଆତ୍ମବିଶ୍ୱାସ ହେଉଛି ସେହି ଶକ୍ତି ଯାହା ଉପରେ ସବୁକିଛି ସମ୍ଭବ। ଦେଶବାସୀଙ୍କ ଏହି ଶକ୍ତି ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ବହୁତ ଉପଯୋଗୀ ହେବାକୁ ଯାଉଛି।

ଶ୍ରୀମଣ୍ଡଳାତ୍‍ ପ୍ରଭବତୀ ପ୍ରାଗଳଭାତ୍‍ ସମ୍ପ୍ରବର୍ଦ୍ଧତେ ।

ଦାକ୍ଷାତ୍‍ ତୁ କୁରୁତେ ମୁଳଂ ସୟଂମାତ୍‍ ପ୍ରତିତିଷ୍ଠତି ।।’’

 

HS