Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପ ୨୦୨୬ରେ ନିଜ ଅଭିଭାଷଣର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପ ୨୦୨୬ରେ ନିଜ ଅଭିଭାଷଣର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଆୟୋଜିତବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପ ୨୦୨୬’ରେ ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି

ଏକ୍ସରେ ଅଲଗା ଅଲଗା ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:

ଗତ ୧୧ ବର୍ଷ ଧରି ଦେଶର ପ୍ରତ୍ୟେକ କ୍ଷେତ୍ରରେ ସମ୍ଭାବନାର ଅନ୍ତହୀନ ଦ୍ୱାର ଖୋଲିଛିସେଗୁଡ଼ିକ ମଧ୍ୟରେ ବିଷୟବସ୍ତୁ ଏବଂ ସୃଜନଶୀଳତା ରହିଛି, ଯେଉଁଠି ଆମର ଯୁବ ବନ୍ଧୁମାନେ ମଧ୍ୟ ରାମାୟଣ ଏବଂ ମହାଭାରତର ପ୍ରେରଣାଦାୟୀ କାହାଣୀଗୁଡ଼ିକୁ କ୍ରୀଡା ଜଗତର ଅଂଶବିଶେଷ କରିପାରିବେଏପରିକି ଆମର ହନୁମାନ ଜୀ ମଧ୍ୟ ସମଗ୍ର ବିଶ୍ୱର ଖେଳକୁ ଚଳାଇ ପାରିବେ!

ପରବର୍ତ୍ତୀ ପିଢ଼ିର ସଂସ୍କାରଗୁଡ଼ିକର ଯେଉଁ ଶୃଙ୍ଖଳା ଆମେ ଆରମ୍ଭ କରିଛୁ, ତାହା ଏବେ ସଂସ୍କାର ଏକ୍ସପ୍ରେସରେ ପରିଣତ ହୋଇଛିଏହାର କେନ୍ଦ୍ରରେ ରହିଛି ଆମର ଯୁବ ଶକ୍ତି

ଦାସତ୍ୱର ମାନସିକତାରୁ ବାହାରି, ଆମକୁ ଆମର ଐତିହ୍ୟ ଏବଂ ଚିନ୍ତାଧାରାକୁ ସର୍ବଦା ଆଗରେ ରଖିବାକୁ ହେବସ୍ୱାମୀ ବିବେକାନନ୍ଦଙ୍କ ଜୀବନ ମଧ୍ୟ ଆମକୁ ସମାନ ଶିକ୍ଷା ଦେଇଥାଏ

HS