Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଜୟା ଦଶମୀ ଅବସରରେ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜୟାଦଶମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି କି, ଆନନ୍ଦ ଓ ବିଶ୍ୱାସର ଏହି ପବିତ୍ର ପର୍ବ ସମସ୍ତଙ୍କ ସଂକଳ୍ପରେ ନୂତନ ଶକ୍ତି ସଂଚାର କରିବ । ଶ୍ରୀ ମୋଦୀ ସମସ୍ତଙ୍କ ଜୀବନ ସୁଖ, ସୌଭାଗ୍ୟ ଓ ସଫଳତାରେ ପରିପୂର୍ଣ୍ଣ ହେଉ ବୋଲି କାମନା କରିଛନ୍ତି ।

ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି;

“ଆପଣ ସମସ୍ତଙ୍କୁ ବିଜୟାଦଶମୀର ଅସୀମ ଶୁଭକାମନା । ଉଲ୍ଲାସ ଓ ବିଶ୍ୱାସର ଏହି ବିଜୟ ପର୍ବ ସମସ୍ତଙ୍କ ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରୁ । ସମସ୍ତଙ୍କ ଜୀବନ ସୁଖ-ସୌଭାଗ୍ୟ ଏବଂ ସଫଳତାରେ ସମୃଦ୍ଧ ହେଉ, ଏହା ହିଁ କାମନା ।”

SR