Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଲୁଇଜ ଇନାସିଓ ଲୁଲା ଦି ସିଲଭାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଲୁଇଜ ଇନାସିଓ ଲୁଲା ଦି ସିଲଭାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।   

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

“ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନ ଜିତିଥିବାରୁ @LulaOficialଙ୍କୁ ଅଭିନନ୍ଦନ । ଦ୍ୱିପାକ୍ଷିକ ସମ୍ପର୍କ ସହ ବୈଶିକ ପ୍ରସଙ୍ଗରେ ଆମ ସହଯୋଗକୁ ଆହୁରି ଗଭୀର ଓ ବ୍ୟାପକ କରିବା ପାଇଁ ମିଳିତ ଭାବେ କାମ କରିବାକୁ ଆଗ୍ରହୀ: PM  

SR