ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଭାରତର ଏସୀୟ ସିଂହଙ୍କ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ ଉପରେ ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି, ଯାହାର ସଂଖ୍ୟା ସମୃଦ୍ଧ ହେଉଛି, ଏବଂ ଏହାର ବାସସ୍ଥାନ ଏବଂ ପରିସର ବିସ୍ତାର ହେଉଛି। ଶ୍ରୀ ମୋଦୀ କହିଲେ, “ସମାଜର ଦୃଢ଼ ଅଂଶଗ୍ରହଣ ଦ୍ୱାରା ସମର୍ଥିତ, ସଂରକ୍ଷଣ ପ୍ରତି ସରକାରଙ୍କ ଅତୁଟ ପ୍ରତିବଦ୍ଧତା, ଆମ ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ଆଗାମୀ ପିଢ଼ି ପାଇଁ ଏହି ପ୍ରଜାତିର ସଂରକ୍ଷଣର ଏକ ପ୍ରେରଣାଦାୟୀ ଉଦାହରଣ।”
ଶ୍ରୀ ମୋଦୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି;
ଏକ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ! ଭାରତର ଏସୀୟ ସିଂହ ସଂଖ୍ୟା ସମୃଦ୍ଧ ହେଉଛି, ଏହାର ବାସସ୍ଥାନ ଏବଂ ପରିସର ବିସ୍ତାର ସହିତ ।
ସମ୍ପ୍ରଦାୟର ଦୃଢ଼ ଅଂଶଗ୍ରହଣ ଦ୍ୱାରା ସମର୍ଥିତ, ସଂରକ୍ଷଣ ପ୍ରତି ସରକାରଙ୍କ ଅତୁଟ ପ୍ରତିବଦ୍ଧତା, ଆମର ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ଆଗାମୀ ପିଢ଼ି ପାଇଁ ପ୍ରଜାତି ସଂରକ୍ଷଣର ଏକ ପ୍ରେରଣାଦାୟୀ ଉଦାହରଣ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଙ୍କ ଦ୍ୱାରା ଏହି ସୂଚନାତ୍ମକ ଅଂଶକୁ ପଢ଼ନ୍ତୁ।
HS
A remarkable comeback! India’s Asiatic lion population is thriving, with its habitat and range expanding.
— PMO India (@PMOIndia) August 10, 2026
The Government’s unwavering commitment to conservation, backed by strong community participation, is an inspiring example of protecting our wildlife and preserving the… https://t.co/jKRP4GB5r8