ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ସମ୍ପ୍ରତି ମହିଳା କ୍ରିକେଟ ବିଶ୍ୱକପରେ ଭାଗ ନେଇ ଫେରିଥିବା ସଫଳ ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟ ଏବଂ ଅଧିକାରୀଙ୍କ ସହ ଆଜି ମତ ବିନିମୟ କରିଥିଲେ ।
ଖେଳାଳିମାନେ କହିଥିଲେ ଯେ ପ୍ରଥମ ଥର ଲାଗି ଜଣେ ପ୍ରଧାନମନ୍ତ୍ରୀ ମହିଳା କ୍ରିକେଟ ଟିମ୍ ପାଇଁ ଟ୍ୱିଟ୍ କରୁଛନ୍ତି । ସେମାନେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସେମାନଙ୍କ ଅଗ୍ରଗତିକୁ ଅନୁଧ୍ୟାନ କରବା ସେମାନଙ୍କୁ ଗର୍ବିତ, ଆନନ୍ଦିତ ଏବଂ ଅନୁପ୍ରେରିତ କରିଛି ।
ଚାପର ମୁକାବିଲା କରିବା ସମ୍ପର୍କରେ ଖେଳାଳିଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୋଗ କରିବା ଦ୍ୱାରା ମସ୍ତିଷ୍କ, ଶରୀର ଏବଂ କାର୍ଯ୍ୟରେ ଭାରସାମ୍ୟ ରକ୍ଷା କରିବାରେ ସହାୟକ ହୋଇପାରିବ ।
ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ କହିଥିଲେ ଯେ ସେମାନେ ‘ପରାଜୟ’ ବରଣ କରିନାହାନ୍ତି, ଫାଇନାଲରେ ସେମାନଙ୍କ ପରାଜୟକୁ 125 କୋଟି ଭାରତୀୟ ନିଜ କାନ୍ଧରେ ବହନ କରିଛନ୍ତି, ଏବଂ ଏହା ପ୍ରକୃତରେ ଏକ ମହାନ ବିଜୟ ।
ଭାରତର ଝିଅମାନେ ବିଭିନ୍ନ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦେଶକୁ ଗୌରବମଣ୍ଡିତ କରିଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଭିନ୍ନ କ୍ଷେତ୍ରରେ ମହିଳାମାନେ ହାସଲ କରୁଥିବା ପ୍ରଗତି ସମାଜକୁ ଲାଭ ପହଞ୍ଚାଉଛି । କ୍ରୀଡ଼ା ବ୍ୟତୀତ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଛାତ୍ରୀମାନଙ୍କ ସଫଳତା ବିଷୟରେ ସେ ଉଲ୍ଲେଖ କରିଥିଲେ; ଏବଂ ମହିଳା ମହାକାଶ ବିଜ୍ଞାନୀମାନେ ଇସ୍ରୋର ସମ୍ମାନଜନକ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସେ କହିଥିଲେ ।
ଖେଳାଳୀମାନେ ସ୍ୱାକ୍ଷର କରିଥିବା ଏକ କ୍ରିକେଟ୍ ବ୍ୟାଟ୍ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଥିଲେ ।
**********
Had a wonderful interaction with the Indian cricket team that took part in the women's cricket world cup. @BCCIWomen pic.twitter.com/750452ZzUx
— Narendra Modi (@narendramodi) July 27, 2017
Delighted to meet the proud skipper of a proud team, @M_Raj03. Congratulated her for her leadership and her game. pic.twitter.com/qIQlOjPmHu
— Narendra Modi (@narendramodi) July 27, 2017
Met @mandhana_smriti. This remarkable player overcame an injury & played the WC. Her innings against England at Derby was stupendous. pic.twitter.com/WjVpsYEcn1
— Narendra Modi (@narendramodi) July 27, 2017
Was happy to meet Poonam Raut, who played consistently well through the World Cup. Her contribution to the team is invaluable. pic.twitter.com/GMSkUoyKIB
— Narendra Modi (@narendramodi) July 27, 2017
With the talented @ImHarmanpreet...congratulated her for her memorable innings against Australia & wished her the best for the future. pic.twitter.com/E2BRzLZNiv
— Narendra Modi (@narendramodi) July 27, 2017
Interacted with this all rounder par excellence, Deepti Sharma. At a rather young age, her remarkable accomplishments make us proud. pic.twitter.com/TC9yMZ03BO
— Narendra Modi (@narendramodi) July 27, 2017
Was great meeting you, @vedakmurthy08. Keep playing with the same focus and determination. Good luck! pic.twitter.com/C1So4kX9Bb
— Narendra Modi (@narendramodi) July 27, 2017
With @ImSushVerma...a reliable wicket keeper and wonderful player. pic.twitter.com/9PZCK4zbSy
— Narendra Modi (@narendramodi) July 27, 2017
Jhulan Goswami is renowned not only in India but across the world for her bowling. Had a very good interaction with her today. pic.twitter.com/gqjFTHCHDF
— Narendra Modi (@narendramodi) July 27, 2017
Shikha Pandey is a promising player who made India proud in the recently concluded World Cup. pic.twitter.com/FeAO2iXQXq
— Narendra Modi (@narendramodi) July 27, 2017
The contribution of Poonam Yadav to the team is immense. Spoke to her on a wide range of issues during our interaction. pic.twitter.com/p0ZVS6jYqh
— Narendra Modi (@narendramodi) July 27, 2017
Appreciated Rajeshwari Gayakwad's consistent bowling in the World Cup. Delighted to meet her today. pic.twitter.com/4s1k3kC503
— Narendra Modi (@narendramodi) July 27, 2017