Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମଣିପୁର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁର ଲୋକଙ୍କୁ ରାଜ୍ୟର ସ୍ଥାପନା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।

 

ଏହି ଉତ୍ତରପୂର୍ବ ରାଜ୍ୟର ନିରନ୍ତର ବିକାଶ ପାଇଁ ସେ ପ୍ରାର୍ଥନା କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ମଣିପୁର ରାଜ୍ୟ ପ୍ରତିଷ୍ଠା ଦିବସରେ ରାଜ୍ୟର ଲୋକଙ୍କୁ ମୋର ଶୁଭକାମନା । ଭାରତର ପ୍ରଗତିରେ  ମଣିପୁରର ମଜଭୁତ ଯୋଗଦାନ ରହିଛି । ଆମେ ରାଜ୍ୟର ସଂସ୍କୃତି ଏବଂ ପରମ୍ପରା ଉପରେ ଗର୍ବ କରିଥାଉ । ମୁଁ ମଣିପୁରର ନିରନ୍ତର ବିକାଶ ପାଇଁ ପ୍ରାର୍ଥନା କରୁଛି ।’

         

 SR