ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମର୍ଯ୍ୟାଦା ଏବଂ ନମ୍ରତାର ଗୁଣ ଉପରେ ଗୁରୁତ୍ୱାରୋପ କରୁଥିବା ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ।
‘‘ବତ୍ସରାଜୋପି ତଂ ପ୍ରାପ୍ତଂ ପ୍ରଦତୋପାୟନଂ ନୃପମ୍ ।
ପ୍ରିତ୍ୟା ସମ୍ମାନୟାମାସ ସୁରା ହି ପ୍ରଣତିପ୍ରିୟାଃ ।।’’
ଏହି ପଦଟି ଅନ୍ୟମାନଙ୍କୁ ମର୍ଯ୍ୟାଦାର ସହ ସ୍ୱାଗତ କରିବା ଏବଂ ନମ୍ରତାର ସହ ଯୋଗାଯୋଗ କରୁଥିବା ଲୋକଙ୍କୁ ସମ୍ମାନ ଏବଂ ଉଷ୍ମତା ପ୍ରଦାନ କରିବାର ମହାନ ପରମ୍ପରାକୁ ରେଖାଙ୍କିତ କରେ ।
ପ୍ରଧାନମନ୍ତ୍ରୀ ‘ଏକ୍ସ “ରେ ପୋଷ୍ଟ କରିଛନ୍ତି:
‘‘ବତ୍ସରାଜୋପି ତଂ ପ୍ରାପ୍ତଂ ପ୍ରଦତୋପାୟନଂ ନୃପମ୍ ।
ପ୍ରିତ୍ୟା ସମ୍ମାନୟାମାସ ସୁରା ହି ପ୍ରଣତିପ୍ରିୟାଃ ।।’’
HS
वत्सराजोऽपि तं प्राप्तं प्रदत्तोपायनं नृपम्। प्रीत्या सम्मानयामास शूरा हि प्रणतिप्रियाः॥ https://t.co/v0Qn8misP1
— Narendra Modi (@narendramodi) October 9, 2026