Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମର୍ଯ୍ୟାଦା ଏବଂ ନମ୍ରତାର ଗୁଣ ଉପରେ ଗୁରୁତ୍ୱ ଦେଇ ସଂସ୍କୃତ ସୁଭାଶିତମ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମର୍ଯ୍ୟାଦା ଏବଂ ନମ୍ରତାର ଗୁଣ ଉପରେ ଗୁରୁତ୍ୱାରୋପ କରୁଥିବା ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ।

‘‘ବତ୍ସରାଜୋପି ତଂ ପ୍ରାପ୍ତଂ ପ୍ରଦତୋପାୟନଂ ନୃପମ୍‍ ।

ପ୍ରିତ୍ୟା ସମ୍ମାନୟାମାସ ସୁରା ହି ପ୍ରଣତିପ୍ରିୟାଃ ।।’’

 ଏହି ପଦଟି ଅନ୍ୟମାନଙ୍କୁ ମର୍ଯ୍ୟାଦାର ସହ ସ୍ୱାଗତ କରିବା ଏବଂ ନମ୍ରତାର ସହ ଯୋଗାଯୋଗ କରୁଥିବା ଲୋକଙ୍କୁ ସମ୍ମାନ ଏବଂ ଉଷ୍ମତା ପ୍ରଦାନ କରିବାର ମହାନ ପରମ୍ପରାକୁ ରେଖାଙ୍କିତ କରେ । 

ପ୍ରଧାନମନ୍ତ୍ରୀ ‘ଏକ୍ସ “ରେ ପୋଷ୍ଟ କରିଛନ୍ତି: 

‘‘ବତ୍ସରାଜୋପି ତଂ ପ୍ରାପ୍ତଂ ପ୍ରଦତୋପାୟନଂ ନୃପମ୍‍ ।

ପ୍ରିତ୍ୟା ସମ୍ମାନୟାମାସ ସୁରା ହି ପ୍ରଣତିପ୍ରିୟାଃ ।।’’

HS